ବଡ଼ମ୍ବା କଲେଜରେ ଅସଦାଚରଣର ଅଭିଯୋଗ

0 397

ବଡ଼ମ୍ବା,୩୦/୧(ଏସଏସନିୟୁଜ) ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ସେହି କଲେଜ ର ଜଣେ ଅଧ୍ୟାପିକା । ସେ ବଡ଼ମ୍ବା କଲେଜର ଅଧକ୍ଷ ଙ୍କ ବିରୁଦ୍ଧରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯେଉଁଥିପାଇଁ ପାଇଁ ଆଜି ବଡ଼ମ୍ବା ପୋଲିସ ପକ୍ଷରୁ ଅଧକ୍ଷ ଓ ଅଧ୍ୟାପିକା ଙ୍କୁ ପଚରାଉଚରା କରାଯାଇଥିଲା । ଯାହାକୁ ନେଇ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ଶିକ୍ଷାନୁଷ୍ଠାନ ଭଳି ଗୋଟିଏ ପବିତ୍ର କ୍ଷେତ୍ରରେ ଏଭଳି ଅଭିଯୋଗ ଛାତ୍ର ଛାତ୍ରୀ ମାନଙ୍କ ଉପରେ କିଭଳି ପ୍ରଭାବ ପଡ଼ିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.