୧୫ରୁ କୋର୍ଟରେ ଉପସ୍ଥିତ ହୋଇ ଓକିଲ କରିପାରିବେ କୋର୍ଟ କାମ

0 303

 

କଟକ,୩୦/୧(ଏସଏସନିୟୁଜ)ଫେବୃଆରୀ ୧୫ରୁ କୋର୍ଟରେ ଉପସ୍ଥିତ ହୋଇ ଓକିଲ କରିପାରିବେ କୋର୍ଟ କାମ । ନିର୍ଦ୍ଧାରିତ ହେବାକୁ ଥିବା SOP ମାନି କୋର୍ଟ କାମ କରିବେ ଆଇନଜୀବୀ । ଭର୍ଚୁଆଲରେ ନା କୋର୍ଟରେ ଲଢ଼ିବେ ପୂର୍ବଦିନରୁ ଜଣାଇବେ ଓକିଲ । ସବୁ ନିମ୍ନ ଅଦାଲତ ଓ ଟ୍ରିବୁନାଲରେ ବି ଲାଗୁ ହେବ ଏହି ନିର୍ଦେଶ ବୋଲି ଜଣାପଡିଛି ।

Leave A Reply

Your email address will not be published.