ବାହାରେ ତାତିଲା ରାଜନୀତି

ଖବର ଆଜିର,ତାରିଖ ୦୭-୧୨-୨୦୨୧/ମଙ୍ଗଳବାର

0 248

୧-ଇତିହାସ ରଚିଲା T-Series : ଭାରତର ପ୍ରଥମ ୟୁଟ୍ୟୁବ ଚାନେଲ ଯିଏ ପାର କଲା ୨୦୦ ମିଲିୟନ ସବ୍ସକ୍ରାଇବର ।
୨-ଇଡି ଜାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ । ୫୨ ଲକ୍ଷର ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ଉପହାର ଦେଇଥିଲା ସୁକେଶ ।
୩-ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ‘ଏସ-୪୦୦’ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ ।
୪-ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ସଂସଦରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଗୁଳିକାଣ୍ଡ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା ।
୫-ବୁଷ୍ଟର ଡୋଜ କଥା ପରେ ଚିନ୍ତା କରାଯିବ, ପ୍ରଥମେ ସମସ୍ତଙ୍କୁ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି: ‘ହୁ’ ।
୬-ମହାରାଷ୍ଟ୍ରରେ ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା, ପୁଣି ୨ ସଂକ୍ରମିତ ଚିହ୍ନଟ ।
୭-୫ମ ଦିନରେ ମାତ୍ର ୮ମିନିଟ୍ ; ସର୍ବଦଳୀୟ ବୈଠକ ନିଷ୍ଫଳ ।
୮-ତଳସରାର ପୂର୍ବତନ ବିଧାୟକ ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି।

୯-ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟଙ୍କ ପ୍ରତିବାଦ
୧୦-ଭାରତ-ରୁଷ୍ ଶିଖର ବୈଠକ : ଭାରତକୁ ମହାଶକ୍ତି ଭାବେ ଦେଖିବାକୁ ଚାହୁଁ : ପୁତିନ ।
୧୧-ମମିତା,ମାହାଙ୍ଗା ମାମଲା: ବିଧାନସଭା ବାହାରେ ତାତିଲା ରାଜନୀତି ।
୧୨-ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାର ସବ-ଇନ୍ସପେକ୍ଟର ଫକୀର ମୋହନ ସିଂ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି ।
୧୩-ଓଡ଼ିଶାରେ ୪୦% ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନାହିଁ .,ସୁପ୍ରଭାତ,ବିଜୟୀ ସେ ନୁହେଁ ଯେ ଜୀବନରେ କେବେ ହାରିନି , ପ୍ରକୃତ ବିଜୟୀ ସେ ଯିଏ ହାରିବା ପରେ ବି ଜିତିବା ପାଇଁ ଚେଷ୍ଟା ଜାରି ରଖେ 🙏🏻ଓଁ ନମଃ ଶିବାୟ🙏🏻

 

Leave A Reply

Your email address will not be published.