ବିଧାନସଭାରେ ହଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ

0 195

ଭୁବନେଶ୍ୱର,୭/୧୨(ଏସଏସନିୟୁଜ) ବିଧାନସଭା ଷଷ୍ଠ ଦିନରେ ବି ଆଜି ଅଚଳ ହୋଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିଜେପି ସଭ୍ୟମାନେ ଗୃହରେ ଘଣ୍ଟନାଦ କରିଛନ୍ତି।ଅନ୍ୟପଟେ ଶାସକ ଦଳର ସଦସ୍ୟାମାନେ ବିରୋଧୀ ସଦସ୍ୟମାନଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି । ମମିତା ମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ  ପାତ୍ର ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ।

 

Leave A Reply

Your email address will not be published.