ବାଇକଧକ୍କାରେ ୬ଆହତ

0 171

ଗଞ୍ଜାମ , ୭/୮(ଏସଏସନିଉଜ)ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସୁରମଣୀ ଗାଁ ନିକଟରେ ବାଇକ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍‌ାପାଇଁ ସୋରଡ଼ା ମେଡିକାଲରେ ଭର୍ତି କରାଯାଇଛି । ନଦୀରୁ ଗାଧୋଇ ଫେରୁଥିବା ବେଳେ ରାସ୍ତା ଉପରେ ଦ୍ରୁତ ଗତିରେ ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ୪ ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ, ବାଇକରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି ।

 

Leave A Reply

Your email address will not be published.