ବୋହୂକୁ ପିଟିପିଟି ହତ୍ୟା ଅଭିଯୋଗ

0 154

କେନ୍ଦ୍ରାପଡ଼ା, ୭/୮(ଏସଏସନିଉଜ)ଘର ଭିତରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି ।ସଦର ଥାନା ଚାନ୍ଦୋଳ ଅନନ୍ତପୁର ଗାଁର ଏକ ଘର ଭିତରୁ ଉଦ୍ଧାର ବିଭାହିତ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମହିଳାଙ୍କ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଥିବାରୁ ପୋଲିସ ମହିଳାଙ୍କ ସ୍ୱାମୀ ଫେରାର, ଶାଶୁ ଓ ଶ୍ୱଶୁର ଥାନାରେ ଅଟକ ରଖିଛି ।

Leave A Reply

Your email address will not be published.