ବାମରାଷ୍ଟେସନରେ ସବୁଟ୍ରେନ୍ ରହିବ

0 123

ଭୁବନେଶ୍ୱର,୨୩ା୨(ଏସଏସନିଉଜ)ବାମରାଷ୍ଟେସନରେ ପୂର୍ବରୁ ରହୁଥିବା ସବୁଟ୍ରେନ୍ ଏବେ ବି ରହିବା ନିର୍ଦ୍ଦେଶନାମା ଜାରିକଲେ ଚକ୍ରଧରପୁର ରେଲୱେDRM  ବାମରା ଷ୍ଟେସନମ୍ୟାନେଜରଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ବାମରା ଷ୍ଟେସନ୍‌ରେ ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ପୁନର୍ବାର ରହଣିଦାବିରେ ବାମରା ରେଳକ୍ରିୟାନୁଷ୍ଠାନକମିଟି ପକ୍ଷରୁ ସକାଳ୬ରୁ ଆନ୍ଦୋଳନ କରାଯାଇଥିଲା ।ରେଳଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳାଙ୍କ ଧାରଣାରେ ବସିବାରୁ ରେଳଚଳାଚଳ ବାଧାପ୍ରାପ୍ତର ହୋଇଥିଲା ।

Leave A Reply

Your email address will not be published.