ବନ୍ଦ କାର୍ ଭିତରେ ଚାଲିଥିଲା ରୋମାନ୍ସ ,ତାପରେ …

0 287

ଚନ୍ଦ୍ରଶେଖରପୁର,୨୩/୬(ଏସଏସନିୟୁଜ)ଶୁନ୍‌ଶାନ୍ ଅନ୍ଧାରରାତି । ରାସ୍ତାକଡରେ ଥିବା ଗଛ ମୂଳରେ ନାଲିରଙ୍ଗର କାରଟି ଥୁଆହୋଇଥିଲା । ଡୋର ବନ୍ଦ ରହିବା ସହ ଭିତରୁ ବାଜୁଥିଲେ ମ୍ୟୁଜିକ୍ ।ଏହାସହ କାରଟି ଦୋହଲୁଥିଲା ।ଏହିବାଟେ ଯାଉଥିବା ପିସିଆରକର୍ମଚାରୀମାନଙ୍କ ହାବୁଡରେ ପଡିବାପରେ ଅସଂଜତଅବସ୍ଥାରେ ଜଣେ ଯୁବକ ଓ ଜଣେ ଯୁବତୀ ବାହାରିଥିଲେ ।ଯୁବକଜଣଙ୍କ ନ୍ୟୁଜ୍ ପୋର୍ଟାଲର ସାମ୍ବାଦିକ ହୋଇଥିବାବେଳେ ଯୁବତୀଜଣଙ୍କ ନୁଆକରି ଅଭିନୟ କରୁଥିବା ଆଲବମ ଅଭିନେତ୍ରୀ ।ଏହିଭଳି ଘଟଣା ବିଳମ୍ବିତରାତିରେ ଇନଫୋସିଟି- ଚନ୍ଦକା ଶିଳ୍ପାଞ୍ଚଳ ରାସ୍ତାରେ ଘଟିଛି । ରାତି ପ୍ରାୟ ୩ଟା ପାଖାପାଖି ।ରାସ୍ତାକଡରେ କାରରଖି ରୋମାନ୍ସ କରୁଥିବାବେଳେ ସନ୍ଦେହରେ ପିସିଆର କର୍ମଚାରୀମାନେ କାର ପାଖକୁ ଯାଇଥିଲେ ।ମ୍ୟିଜିକର ତାଳେତାଳେ ଚାଲିଥିବା ରୋମାନ୍ସ ର ଦୃଶ୍ୟ ଦେଖିବାପରେ ସେମାନଙ୍କୁ ଥାନାକୁ ନେଇଆସିଥିଲେ । ଧରି ଥାନାକୁ ଆଣିଥିଲେ ।ପରେ ପୋଲିସ ସେମାନଙ୍କୁ ଚେତାବନୀ ଦେଇ ଛାଡିଥିବାର ଜଣାପଡିଛି ।

Leave A Reply

Your email address will not be published.