ବନ୍ଦଘରୁ ମିଳିଲା ଆରଆଇଙ୍କ ଗଳିତଶବ

0 100

କୋରାପୁଟ ,୨୭ା୧୦(ଏସଏସନିଉଜ) ବୈପାରିଗୁଡାବ୍ଲକ କାର‌୍ୟ୍ୟାଳୟରେ ରାଜସ୍ୱ ସହାୟିକା ରୂପେ କାର‌୍ୟ୍ୟ କରୁଥିବା ସନ୍ଧ୍ୟାରାଣୀ ନାୟକ ନାମକ ଯୁବତୀଙ୍କ ଗଳିତମୃତଦେହ ବନ୍ଦଘରୁ ଉଦ୍ଧାର ହୋଇଛି ।ଆଜି ବ୍ଲକସ୍ଥିତ ଷ୍ଟାଫ୍ କ୍ବାଟରରୁ ଦୁର୍ଗନ୍ଧ ବାହାରିବାପରେ ସନ୍ଦେହ ହେବାରୁ ଖବରପାଇ ପୁଲିସ ଆସିଥିଲା ।ପୁଲିସ କବାଟଭାଙ୍ଗି ଭିତରକୁପଶିବାରୁ ଫ୍ୟାନରେ ସନ୍ଧ୍ୟାରାଣୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ସପ୍ତାହକପୂର୍ବରୁ ଆତ୍ମହତ୍ୟା କରିଥିବାରଶବର ପାରିପାର୍ଶ୍ୱିକ ଅବସ୍ଥାଦେଖିବା ପରେ ପୋଲିସ ସନ୍ଦେହ କରିଛି ।ପୁଲିସ ଶବଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.