ବନ୍ଦ ହେଲା କୋଣାର୍କ ଉତ୍ସବ

0 467

ଭୁବନେଶ୍ୱର, ୩/୧୨(ଏସଏସନିୟୁଜ) ବାତ୍ୟା ଜୱାଦପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ ।ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁଥିବା କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ବନ୍ଦ ରଖିବା ଲାଗି ପର‌୍ୟ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.