ବନ୍ଧୁକସହ ୧୫କୁଇଣ୍ଟାଲ ଗଞ୍ଜେଇ ଜବତ

0 85

ଭୁବନେଶ୍ୱର,୩୦।୩(ଏସଏସ ନିଉଜ)ବନ୍ଧୁକସହ ୧୫କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମନମୁଣ୍ଡାଥାନା ସସକାପଦର ଜଙ୍ଗଲରେ ଚଢ଼ାଉବେଳେ ଧରିଛି ପୋଲିସ। ଗୋଟିଏ ଦେଶୀବନ୍ଧୁକ ଓ ୧୫ କୁଇଣ୍ଟାଲ ଗଂଜେଇ ଜବତ ସହ ୨ଜଣଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତ ମାନେହେଲେ ବାରକତୁଳି ଗ୍ରାମର ବବିକହଁର ଓ ରୁଗୁଡି କନପା ଗ୍ରାମର ଦୁଃଶାସନସାହୁ।

Leave A Reply

Your email address will not be published.