ଟାଙ୍ଗିରେ ବଡଧରଣର ଡକାୟତି

0 178

ଟାଙ୍ଗୀ,୩୦।୨(ଏସଏସନିଉକ)ଟାଙ୍ଗୀଥାନା ଚଣ୍ଡେଶ୍ୱର ନିକଟସ୍ଥ ଆରଡାଗ୍ରାମର ସୁଦର୍ଶନ ମୁଦୁଲି ଙ୍କଘରୁ ଗତକାଲି ରାତିରେ ବଡ ଧାରଣର ଡକାୟତି ହୋଈଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଡକାୟତଦଳ। ଘଟଣାସ୍ଥଳରେ ଏ ପର୍ଯ୍ୟନ୍ତ ପୋଲିସର ଦେଖା ନାହିଁ। ସେପଟେ ଘଟଣାସ୍ଥଳରେ ଦୃବୁତଙ୍କର ଚପଲ, ସିଗାରେଟ ପଡିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.