ଜଳିଗଲା ଟ୍ରକ

0 185

କାମାକ୍ଷାନଗର,୩୦।୩(ଏସ ଏସନିଉଜ) ଢେଙ୍କାନାଳଜିଲ୍ଲା କାମାକ୍ଷାନଗରଥାନା ଅଞ୍ଚଳ ବାଲିସାହି ରାସ୍ତା ନିକଟରେ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଜଳିଯାଇଛି ଟ୍ରକ୍ । ଅଘଟଣରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇ ଥିବାବେଳେ ତେବେ ଚାଳକଙ୍କ ପରିଚୟ ମିଳିପାରି ନାହିଁ।

Leave A Reply

Your email address will not be published.