ବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌

ଖବର ଆଜିର,ତାରିଖ ୨୩-୦୪-୨୦୨୧/ ଶୁକ୍ରବାର

0 245

୧-ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ ।
୨-ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଏହି ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌(ବି.୧.୬୧୮) ସ୍ଥାନୀୟ ଅଞ୍ଚଳରେ ଅତି ଦ୍ରୁତ ଗତିରେ ସଂକ୍ରମଣ କରୁଥିବା ନଜରକୁ ଆସିଛି।
୩-ସଂକ୍ରମଣ ବୃଦ୍ଧି ପରେ ଇସିଙ୍କ କଡ଼ା ନିର୍ଦ୍ଦେଶ, ପଶ୍ଚିମବଙ୍ଗରେ ରୋଡ୍ ଶୋ ବନ୍ଦ, ରାଲିରେ କେବଳ ୫୦୦ ଜଣଙ୍କୁ ଅନୁମତି ।
୪-ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ ପଠାଇବାକୁ ଅନୁମତି ଦେଲେ ନବୀନ । ଟ୍ୱିଟ୍ କରି ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଅରବିନ୍ଦ କେଜ୍ରିୱାଲ ।
୫-ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ମୋଦୀ । ଦେଶର କୋଭିଡ ସ୍ଥିତି ନେଇ ଶୁକ୍ରବାର କରିବେ ୩ଟି ବୈଠକ ।
୬-ୱେଷ୍ଟବେଙ୍ଗଲ ଇଲେକ୍ସନ : ୬ଷ୍ଠ ପର୍ଯ୍ୟାୟରେ ୪୩ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହୋଇଥିଲା , ୮୦% ମତଦାନ ।
୭-ଏଣିକି ପଶ୍ଚିମ ବଙ୍ଗରୁ ଓଡ଼ିଶା ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ: ମୁଖ୍ୟଶାସନ ସଚିବ .
୮-ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ହଟିଲା; ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ହତ୍ୟା ।
୯-ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ୍‌, ଓଡ଼ିଶାରୁ ୪ ଶିକ୍ଷାନୁଷ୍ଠାନ ।
୧୦-ପୁଣି ବଦଳିଲା ତାରିଖ: ମେ’ ୧୬ରେ ପିପିଲି ଭୋଟ୍ ।
୧୧-ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ : ୭୯ % ମତଦାନ .
୧୩-ସୁଶୀଲ କୁମାରଙ୍କୁ ଲାଗିଲା କ୍ୟାରିୟରର ସବୁଠୁ ବଡ ଝଟକା, ଟୋକିଓ ଅଲିମ୍ପିକ ପାଇଁ ରାସ୍ତା ବନ୍ଦ
୧୪-ଡ୍ରୋନ୍ ସାହାଯ୍ୟରେ ହେବ ଟିକା ପରିବହନ ! ପରୀକ୍ଷା ପାଇଁ ଆଇସିଏମଆରକୁ ଅନୁମତି ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.