ବାପାମାଆକୁ ହାଣିଲା ପୁଅ

କେନ୍ଦୁଝର୨୪।୩(ଏସଏସନିଉଜ) ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ,ମାଆ ଗୁରୁତର ଆହତ ହୋଇଛନ୍ତି।ଚମ୍ପୁଆଥାନା କାଳିକାପ୍ରସାଦ ପଞ୍ଚାୟତ ବସିରାଗାଁରେ ବୀଭତ୍ସକାଣ୍ଡ ଘଟିଛି।ସାମାନ୍ୟ ବଚସାରୁ ବାପା, ମାଆଙ୍କୁ ହାଣି ପକାଇଲା ପୁଅ।ଗୁରୁତର ମାଆ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଛି ।

- Advertisement -

Leave A Reply

Your email address will not be published.