Take a fresh look at your lifestyle.

ବରଫ ଭିତରେ ତ୍ରିରଙ୍ଗା

0 142

ଭୁବନେଶ୍ବର,୨୮/୧(ସତ୍ୟସନ୍ଧାନ ଡେସ୍କ)ଆକାଶରୁ ପୁଷ୍ପବୃଷ୍ଟି ନୁହେଁ, ହେଉଛି ତୁଷାର ବୃଷ୍ଟି। ଆଉ ତାଆରି ଭିତରେ ମୁଣ୍ଡଟେକି ସଗର୍ବେ ଉଡୁଛି ସ୍ୱାଧୀନ ଭାରତର ଜାତୀୟ ପତାକା। ବାଃ, ଏ ଦୃଶ୍ୟ ଦେଖି ଆଜି କୋଟି କୋଟି ଭାରତୀୟଙ୍କ ହୃଦୟରେ ଜାତ ହୋଇଛି ପ୍ରଗାଢ ଦେଶପ୍ରେମ। ଦେଶପ୍ରେମର ପ୍ରମାଣ ଦେଉଛି ଏହି ଫଟୋ ।ସେହିଭଳି ସେହିଭଳିଭାବେ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଠାରେ ଏହି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଛନ୍ତି ଛାତ୍ରଛାତ୍ରୀ।

ତ୍ରିରଙ୍ଗା ଶୋଭାଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଏକ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସକୁ ପାଳନ କରି ସ୍ଥାନୀୟ ଅଞ୍ଚଳରେ ଏହି ଯୁବଗୋଷ୍ଠୀ ଦେଶପ୍ରେମର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ହି

Leave A Reply

Your email address will not be published.