ବର୍ଷକଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା

0 126

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା lଆଜି ଝାରବନ୍ଧରେ ଆୟୋଜିତ ସାଧାରଣସଭାକୁ ଉଦବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ l
ସେହିପରି ପଦମପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ ୯୦ କୋଟିଟଙ୍କା ମଂଜୁର କରିଛନ୍ତି l

Leave A Reply

Your email address will not be published.