ବର୍ଷା ପାଇଁ ସ୍କୁଲ ଛୁଟି

0 86

ବଲାଙ୍ଗିର,୧୪।୯(ଏସଏସନିଉଜ) ପ୍ରବଳବର୍ଷା ଯୋଗୁଁ ଆଜି ବଲାଙ୍ଗିରରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି lଲଗାଣ ବର୍ଷା ଯୋଗୁଁ ବିଭିର୍ଣ ଅଂଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ଅଂଚଳ ଜଳବନ୍ଦୀ ହୋଇଥିବାର ଜଣାପଡିଛି।

Leave A Reply

Your email address will not be published.