ବର୍ଷିଲେ ସିଦ୍ଧୁ

ଖବର ଆଜିର,ତାରିଖ ୦୮-୦୭-୨୦୨୧/ଗୁରୁବାର

0 330

୧-ନୂଆ ରୂପରେ ମୋଦୀ ଟିମ୍‌; ଶପଥ ନେଲେ ୪୩ ମନ୍ତ୍ରୀ, ୩୬ ନୂଆ ମୁହଁ ।
୨-ଓଡ଼ିଶାକୁ ୨ କ୍ୟାବିନେଟ୍‌, ଗୋଟିଏ ରାଷ୍ଟ୍ରମନ୍ତ୍ରୀ ।
୩ -ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସିଦ୍ଧୁ, କହିଲେ- ପଞ୍ଜାବକୁ ଦିଲ୍ଲୀ ମଡେଲ୍‌ର ଆବଶ୍ୟକତା ନାହିଁ ।
୪-୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ପ୍ରତ୍ୟେକ ପରିବାର ଆକାଉଣ୍ଟରେ ଜମା ହେଲା ୫୦୦୦ ଟଙ୍କା
୫-ପେଟିଏମ୍‌ର ଆଇପିଓ ପୂର୍ବରୁ କମ୍ପାନୀର ବୋର୍ଡରୁ ଇସ୍ତଫା ଦେଲେ ଚୀନ ନାଗରିକ, ସାମିଲ ହେଲେ ଭାରତୀୟ ଏବଂ ଆମେରିକୀୟ ।
୬-ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା । ସୂଚନା ଦେଲେ ଅନ୍ତରୀଣ ପ୍ରଧାନମନ୍ତ୍ରୀ .
୭-ନୂତନ ମନ୍ତ୍ରୀମଣ୍ଡଳ ପୂର୍ବରୁ ୧୨ ଜଣଙ୍କ ଇସ୍ତଫା .
୮-ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ, ସିନେମା ଜଗତରେ ଶୋକର ଛାୟା .
୯-ଦରବୃଦ୍ଧିର ପ୍ରତିବାଦ: ୧୫ରେ ‘ଓଡ଼ିଶା ବନ୍ଦ’ ଡାକରା ଦେଲେ ୪ ବାମଦଳ ।
୧୦-୧୧ରେ ଲଘୁଚାପ, ୪ ଦିନ ବଜ୍ରପାତ ବର୍ଷା
୧୧-ଆଇସିସି ଟ୍ବେଣ୍ଟି୨୦ ମାନ୍ୟତା : କୋହଲି ୫ରେ ସ୍ଥିର ; ରାହୁଲ ୬କୁ ଉଠିଲେ
୧୨-କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ମତ୍ସ୍ୟସେତୁ’ ମୋବାଇଲ ଆପ୍‍ର ଶୁଭାରମ୍ଭ ।
୧୩-ଅଗଷ୍ଟ ୧୫ରୁ ରାଜ୍ୟରେ ‘ଏକ୍‌ମୋ‘ ଚିକିତ୍ସା ।
୧୪-ପଶ୍ଚିମବଙ୍ଗରେ ବଢ଼ିଲା ବିଜେପି କନ୍ଦଳ, ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ଶୁଭେନ୍ଦୁଙ୍କ ଉପରେ ବର୍ଷିଲେ ସୌମିତ୍ର ।
୧୫-ଟୋକିଓ ଅଲିମ୍ପିକ୍ସ: ଜାପାନରେ ଲାଗୁହେଲା ଜରୁରୀ ପରିସ୍ଥିତି
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.