ଅପରାଧଓଡ଼ିଶାଜିଲ୍ଲା ବସ୍ତି ରୁ ୨୦୦୦ ଗଂଜେଇ ସିଗାରେଟ ଜବତ By SATYA SANDHANA DESK On Jan 29, 2021 0 229 Share ଭୁବନେଶ୍ବର,୨୯/୧(ଏସଏସନିୟୁଜ) ଭୁବନେଶ୍ୱର ରେ ଥିବା ବିଶେଶ୍ୱର ବସ୍ତି ଉପରେ ଚଢ଼ାଉ କରି କମିଶନରେଟ ପୋଲିସ ୨୦୦୦ ଗଂଜେଇ ଭର୍ତି ସିଗାରେଟ ସହିତ ୧୫ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି।ଏହି କାରବାରରେ ସମ୍ପୃକ୍ତ ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି। 0 229 Share FacebookTwitterGoogle+ReddItWhatsAppPinterestEmail