ବାଟରୁ ଟେକିନେଲା ଭିଜିଲାନ୍ସ

0 285

ମାଲକାନଗିର.୨୨/୯(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । ମୋଟୁରୁ କଟକ ଫୁଲନଖରା ନିଜ ଘର କୁ ଆସୁଥିବାବେଳେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି ।ଏହାସହ ତାଙ୍କପାଖରେ ଥିବା ୨ ଲକ୍ଷ ୮୦ ହଜାର ଟଙ୍କାକୁ ଜବତକରିଛି । ଜବତ ଟଙ୍କାର ସନ୍ତୋଷଜନକ ଉତ୍ତର ଆଇଆଇସି ଦେଇ ପାରିନଥିବାବେଳେ କଟକରେ ଥିବା ତାଙ୍କ ର ଦୁଇଟି ଘର ସମେତ ମୋଟୁ ଥାନାରେ ଚଢାଉ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.