ବାତ୍ୟା ସୂଚନା ଦେଇନୁ

0 125

ଭୁବନେଶ୍ୱର,୨୨ା୯(ଏସଏସନିଉଜ) ଦୁର୍ଗାପୂଜା ପୂର୍ବରୁ ଅର୍ଥାତ ଅକ୍ଟୋବର ପ୍ରଥମସପ୍ତାହରେ ବାତ୍ୟାଆଶଙ୍କା ରହିଥିବାନେଇ ଚର୍ଚ୍ଚା ଯୋରଧରିଛି । ବାତ୍ୟା ଚର୍ଚ୍ଚାକୁନେଇ ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୁଚନା ଦେଇଛନ୍ତି ।ସେକହିଛନ୍ତି ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନୁ। ଏଯାବତ୍ ଅନୁଧ୍ୟାନ ଅନୁସାରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି।ସେପ୍ଟେମ୍ବରଶେଷସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଅକ୍ଟୋବର ପ୍ରଥମସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ। କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ: ଓଗଊ ଡିଜିସୁଚନା ଦେଇଛନ୍ତି ।

Leave A Reply

Your email address will not be published.