ସ୍ଥଳଭାଗ ଛୁଇଁବନାହିଁ ବାତ୍ୟା!

0 176

ଭୁବନେଶ୍ୱର,୭/୫(ଏସ ଏସ ନିଉଜ) ଆସିଲା ଖୁସି ଖବର।ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ ବୋଲି କହିଛନ୍ତି
IMD ବୈଜ୍ଞାନିକ ଆର୍.କେ ଜେନାମଣି ।ଆଜି ସଂଧ୍ୟା ସୁଦ୍ଧା ଲଘୁଚାପଅବପାତରେ ପରିଣତ ହୋଇ କାଲି ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ସମୁଦ୍ରରେ ଗତିପଥ ବଦଳାଇ ଉତ୍ତର -ଉତ୍ତର ପୂର୍ବ ଦିଗକୁ ଗତି କରିବ ।ଗତିପଥ ବଦଳାଇବାର ଥିବାରୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ନାହିଁ ଗତିପଥ ବଦଳାଇବା ପରେ ଓଡ଼ିଶା ଉପକୂଳରୁ ଦୂରକୁ ଚାଲିଯିବ ବୋଲି ଜେନାମଣି କହିଛନ୍ତି ।

Leave A Reply

Your email address will not be published.