ଭୁବନେଶ୍ବର ଡିସିପିଙ୍କ ଇସ୍ତଫା

ବ୍ୟକ୍ତିଗତ କାରଣରୁ ଦେଲେ ଇସ୍ତଫା

ଭୁବନେଶ୍ବର,୬।୭(ଏସଏସନିଉଜ) ଭୁବନେଶ୍ବର ଡିସିପି ତଥା ୨୦୧୩ ବ୍ୟାଚ୍‌ର IPS ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି।ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ।୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ।ଇସ୍ତଫା ପରେ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି।ଅନ୍ୟ କୌଣସି କାରଣ ନୁହେଁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି।କୌଣସି ଚାପ ନଥିଲା, ଲୋକଙ୍କ ସେବା କରିବାର ସୁଯୋଗ ପାଇଛି।ଓଡ଼ିଶାର ଲୋକେ ବହୁତ ଭଲ, ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ ବୋଲି କହିଛନ୍ତି।

- Advertisement -

Leave A Reply

Your email address will not be published.