ବେଆଇନ କରତକଳ ଉପରେ ଚଡାଉ,୪ ଗିରଫ

0 252

ଡେଲାଙ୍ଗ୧୧/୨(ଏସଏସନିୟୁଜ) ଡେଲାଙ୍ଗରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ଚଡାଉ କରି ୧୦ ଖଣ୍ଡ ଶାଗୁଆନ କାଠ ଓ କର୍କଳର ବିଭିନ୍ନ ଯନ୍ତ୍ରାଶଂ ଜବତ କରିଛନ୍ତି ବନ ବିଭାଗ।ଜେନାପୁର ଗ୍ରାମ ପଞ୍ଚାୟତର ହାକପଡା ଗ୍ରାମ ମୁଣ୍ଡରେ ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ବନବିଭାଗ ପକ୍ଷରୁ ଚଡାଉ କରାଯାଇ ୧୦ ଖଣ୍ଡ ଶାଗୁଆନ କାଠ ଓ କରତ କଳର ବିଭିନ୍ନ ଯନ୍ତ୍ରାଶଂ ଜବତ କରି ୪ଜଣଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ ଏହି ବ୍ଳକରେ ବେଆଇନ ଭାବେ କରତକଳ ଚାଲିଥିବା ନେଇ ବହୁବାର ଜିଲ୍ଲାପାଳ ଓ ବନ ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲା ।

 

Leave A Reply

Your email address will not be published.