ବିୟରର ରୋଚକ କଥା

0 637

ବିୟର , ଏହି ଶଦ୍ଧ କିଏ ବା ନ ଜାଣିଛି । କୈ।ଣସି ଅଫିସିଆଲ ପାର୍ଟି ହେଉ କି ବାହାଘର ଫଙ୍କ୍ସନ,ବିୟର ବିନା ପାର୍ଟି ଯେପରି ଅଧୁରା । ଆମ ଅତ୍ୟାଧୁନିକ ଲାଇଫ୍ ଷ୍ଟାଇଲରେ ଯୁବପିଢୀଙ୍କ ପାଇଁ ଏହା ଏକ ଫ୍ୟାଶନ ବନିଯାଇଛି । କେବଳ ଯୁବପିଢି କାହିଁକି ଅନେକ ଲୋକ ବିୟର ପ୍ରତି ବହୁତ କ୍ରେଜି ରହୁଥିବା ଦେଖିବାକୁ ମିଳିଛି । ତେବେ ଆପଣ କଣ ବିୟର ଜଡିତ କିଛି ରୋଚକ କଥା ଜାଣନ୍ତିକି?
୧- ପ୍ରତି ମୁର୍ହୁତରେ ଦୁନିଆର ୦.୭%ଲୋକ ବିୟର ପିଉଥାଆନ୍ତି । ଏବେ ବି ପାଖାପାଖି ୫କୋଟି ଲୋକ ବିୟର ପିଉଛନ୍ତି ।
୨- ଦୁନିଆର ସବୁଠାରୁ ଜବରଦସ୍ତ ବିୟରରେ ୬୭.୫%ଆଲକୋହଲ ରହିଥାଏ । କଡା ଏବଂ ଗାଢ ରଙ୍ଗର ବିୟରରେ ଅଧିକ ପରିମାଣର ଆଲକୋହଲ ଥାଏ ।
୩- ଅଳସୁଆ ଲୋକଙ୍କୁ ବିୟର ବେଶି ପସନ୍ଦ ଲାଗିଥାଏ ।
୪- ନେଦରଲ୍ୟାଣ୍ଡରେ ମଦ ପିଉଥିବାଲୋକଙ୍କୁ ମଦ ପିଆଇ ତାଙ୍କ ଦ୍ୱାରା ରାସ୍ତା ସଫା କରାଯାଇଥାଏ ।
୫- ୨୦୧୩ ପର୍ଯ୍ୟନ୍ତ ରୁଷିଆରେ ବିୟରକୁ ଆଲକୋହଲିକ୍ ପାନୀୟ ବୋଲି ଗଣାଯାଉନଥିଲା ।
୬- ୧୯୭୦ରେ ବେଲ୍ ଜିୟମର ସ୍କୁଲକ୍ୟାଂଟିନରେ ମଧ୍ୟ ବିୟର ମିଳୁଥିଲା ।
୭-ଫିନଲ୍ୟାଣ୍ଡରେ ସ୍ତ୍ରୀକୁ ଉଠାଇ ହେଉଥିବା ଦୈ।ଡ ଚମ୍ପିୟନଶିପ୍ ରେ ବିଜୟ ହାସଲ କରୁଥିବା ଲୋକଙ୍କୁ ସ୍ତ୍ରୀ ଓଜନର ବିୟର ପିଇବାକୁ ଦିଆଯାଇଥାଏ
୮-ଆଫ୍ରିକାରେ କଦଳୀରୁ ବିୟର ପ୍ରସ୍ତୁତ କରାଯାଇଥାଏ ।
୯-ଥାଇଲ୍ୟାଣ୍ଡରେ ୧୦ଲକ୍ଷ ବିୟର ବୋତଲରେ ଏକ ମନ୍ଦିର ନିର୍ମାଣ କରାଯାଇଛି ।
୧୦-ମିଶରରେ ବିୟରକୁ ଧନ ଭଳି ପ୍ରୟୋଗ କରାଯାଇଥାଏ ।
୧୧- ୧୯୯୨ରେ ବୈଜ୍ଞାନିକ ନୀଲବୋହର ଯେବେ ନୋବେଲପୁରସ୍କାର ଜିତିଥିଲେ ,ସେବେ ତାଙ୍କୁ ସମ୍ମାନ ଦେବା ପାଇଂ ତାଙ୍କ ଘରପାଇପରେ ବୟର ସପ୍ଲାଇ ଦିଆଯାଇଥିଲା
୧୨-୧୯୬୩ରେ ବିୟର ବୋତଲକୁ ଏମିତି ବନାଯାଉଥିଲା,ଲୋକେ ଏହାକୁ ଇଟା ରୁପରେ ମଧ୍ୟ ପ୍ରୟୋଗ କରିପାରୁଥିଲେ ।
୧୩-ଅଷ୍ଟ୍ରିଆରେ ଆପଣ ବିୟର ସୁଇମିଂ ପୁଲରେ ପହଁରିପାରିବେ ।
୧୪-ପାଣି ଏବଂ ଚା ପରେ ବିୟର ସବୁଠାରୁ ଅଧିକ ପିଆଯାଉଥିବା ପାନୀୟ ପଦାର୍ଥ ଅଟେ ।
୧୫-ବୈଜ୍ଞାନିକମାନଙ୍କ କହିବା ଅନୁସାରେ ବିୟର କିଡ୍ ନ ଷ୍ଟୋନରୁ ମୁକ୍ତି ଦେଇଥାଏ ।
୧୬-ଆମେରିକୀୟ ଟିଭିରେ ବିୟର ପିଆଯିବାର ଦୃଶ୍ୟ ଦେଖାଇବା ବ୍ୟାନ୍ ହୋଇଛି ।
୧୭-ଦୁନିଆର ସବୁଠାରୁ ମହଙ୍ଗା ବିୟର vielle bon secours ଯାହାର ଗୋଟିଏ ବୋତଲର ମୁଲ୍ୟ ୧୦୦୦ ଆମେରିକୀୟ ଡଲାର ।
୧୮-ଦୁନିଆରେ ୪୦୦ପ୍ରକାରର ବିୟର ଅଛି,ଯାହା ମଧ୍ୟରୁ ବେଲଜିୟମରେ ସବୁଠାରୁ ଅଧିକ ବିୟର ବ୍ରାଣ୍ଡ ରହିଛି ।
୧୯-ବିୟରରେ ଅଧିକ ଫେଣ ବାହାରିଲେ ତାହା ଭଲ କ୍ୱାଲିଟି ବୋଲି ଗଣାହୋଇଥାଏ ।
୨୦-ବେବିଲେନିୟାରେ ଖରାପ ବିୟର ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳିଥାଏ ।

Leave A Reply

Your email address will not be published.