ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ

0 34

ଭଦ୍ରକ,୧୫ା୩(ଏସଏସନିଉଜ) ଆଜି ସକାଳୁ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଂଘ ଓ ବରପଦା ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ସକାଳ୬ଟାରୁ ଏହି ବନ୍ଦ ଡାକରା ଦିଆଯାଇଛି । କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ବିଜେଡି ନେତା ପ୍ରୟାସକାନ୍ତି ସାମଲଙ୍କୁ ଗିରଫ ଦାବିରେ ଓ କଲେଜର ପରିଚାଳନା ପ୍ରଶାସନ ହାତକୁ ନେବା ଓ କର୍ମଚାରୀଙ୍କୁ ଦରମା ଦେବା ଦାବି କରି ଏଭଳି ବନ୍ଦ ଡାକରା ଦେଇଛନ୍ତି।ବିଭିର୍ଣ ଛକଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

 

Leave A Reply

Your email address will not be published.