ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

0 141

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବିନ୍ଦୁସାଗରରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତହେଦଟି ପୋଖରୀର ଉତ୍ତରେଶ୍ୱର ଘାଟରେ ଭାସୁଥିବାର ଜଣାପଡିବାପରେ ସ୍ଥାନୀୟଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ କଭରଦେଇଥରଲେ ।ପରେ ଅଗ୍ନିଶମ କର୍ମଚାରୀମାନେ ଆସି ପାଣିଭିତରୁ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।ତେବେ ମହିଳା ଜଣଙ୍କ କିଏ ଓ ତାଙ୍କର ପରିଚୟ ଅଦ୍ୟାବଧି ମିଳିପାରିନଥିବାବେଳେ ଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତଆରମ୍ଭ କରିଛି ।

Leave A Reply

Your email address will not be published.