ଭାଲୁ ଆକ୍ରମଣରେ ୩ ମୃତ

0 228

ନୂଆପଡ଼ା,୧୬/୭(ଏସ ଏସ ନିଉଜ)ଭାଲୁ ଆକ୍ରମଣରେ ୩ ଜଣ ମୃତବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।ଲଖ୍‌ନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଛି ।ସକାଳୁ ବିଲକୁ କାମ ପାଇଁ ଯାଇଥିବା ୩ ଜଣ ଭାଲୁ ଆକ୍ରମଣରେ ମୃତ ହୋଇଛି ।ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇ ଆଉ ୨ ଗୁରୁତର ଆହତ ହୋଇଛନ୍ତି ।ଉତ୍ତ୍ୟକ୍ତ ଲୋକଙ୍କ ମିଳିତ ଆକ୍ରମଣରେ ଭାଲୁର ମୃତ୍ୟୁ ସୂଚନା ମିଳିଛି ।

Leave A Reply

Your email address will not be published.