ରୁଚି କମ୍ପାନିରେ ଅଗ୍ନିକାଣ୍ଡ

0 275

କଟକ,୧୬/୭(ଏସ ଏସ ନିଉଜ) ଖପୁରିଆ ସ୍ଥିତ ରୁଚି କମ୍ପାନିରେ ବିଳମ୍ବିତ ରାତିରେ ନିଆଁଲାଗିଥିଲା । ଖବର ପାଇ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଥିବାବେଳେ ବିଶେଷ କ୍ଷୟକ୍ଷତିର ସୂଚନା ନାହି ।

Leave A Reply

Your email address will not be published.