ଭଦ୍ରକ,୧୧।୩(ଏସଏସ ନୀଉଜ)ଭଦ୍ରକ ସହରାଞ୍ଚଳରେ ବେଆଇନ ଡିଜେ ଉପରେ କଟକଣା ଲାଗିଛି।ସହରାଞ୍ଚଳ ଭିତରେ ଡିଜେ ନବଜାଇବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଡିଜେଶବ୍ଦ ଯୋଗୁଁ ଶରୀରଉପରେ ଗଭୀରପ୍ରଭାବ ପଡୁଥିବାରୁ ଏହି କଟକଣା ଲାଗୁହୋଇଛି। ଆଇନଅମାନ୍ୟ କରି କେହି ବଜାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କିହାଯାଇଛି।
