ହୁତୁହୁତୁହୋଇ ଜଳୁଛି ହାଇୱା !

0 186

ଖୋର୍ଦ୍ଧା,୧୧।୩(ଏସଏସ ନିଉଜ)ଏନ୍ଏଚ୍-୧୬ର ବରୁଣେଇ ନିକଟରେ ଜଳୁଛି ହାଇୱା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ   ନିଆଁ ଲିଭା ଉଦ୍ୟମ ଆରମ୍ଭ କରିଛନ୍ତି ଅଗ୍ନିଶ୍ରମ ବାହିନୀ।

Leave A Reply

Your email address will not be published.