ଭିକାରୀମୁକ୍ତ ହେବ ଭୁବନେଶ୍ୱର

0 196

ଭୁବନେଶ୍ୱର,୭/୨(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରକୁ ଭିକାରୀ ମୁକ୍ତ ଅଭିଯାନ ଆରମ୍ଭ କରିଛି ବିଏମସି । ସହାୟ ସ୍କିମରେ ଏକାମ୍ର ନିଳୟ ଯୋଜନାରେ ପିପିଇ କିଟ ପିନ୍ଧି ବିଏମସି କର୍ମଚାରୀମାନେ ଭୁବନେଶ୍ୱରର ଶନି ମନ୍ଦିର, ରାମ ମନ୍ଦିର, ସିଆରପି, ରାଜମହଲ, ମାଷ୍ଟରକ୍ୟାଂଟିନ ଭଳି ସ୍ଥାନରୁ ଭିକାରୀମାନଙ୍କୁ ବୁଝାସୁଝା କରି ବିଭିନ୍ନ ଆଶ୍ରୟସ୍ଥଳୀକୁ ନେଇଛନ୍ତି । ସେଠାରେ ସେମାନଙ୍କ ରହିବା, ଖାଇବା ଏବଂ ଥଇଥାନ ମଧ୍ୟ ବ୍ୟବସ୍ଥା କରିଛି ବିଏମସି । ଭିକାରୀମାନଙ୍କୁ ଉଦ୍ଧାର ସମୟରେ ଦୁଇଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯିବା ସହ ୮ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଛି ।

Leave A Reply

Your email address will not be published.