ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ

0 142

ରାଜନଗର,୩୧/୮(ଏସଏସନିୟୁଜ)ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସୋମବାରଠୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୭ ଦିନ ଧରି ଚାଲିଥିବା ଏହି ଗଣନା କାର‌୍ୟ୍ୟରେ ଦୁଇଟି ଟିମ୍ ରେ ୧୪ଜଣ ଗଣନାକାରୀ ସାମିଲ ହୋଇଥିଲେ ।ତେବେ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛିଏହି ଗଣନା ଅନୁସାରେ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବାର ଜଣାପଡିଛି ।ଭିତରକନିକାରେ ୧ ଲକ୍ଷ ୮ ହଜାର ୬୩୯ଟି ପକ୍ଷୀ ଓ ୨୨ ହଜାର ୮୨୮ ବସା ଚିହ୍ନଟ ହୋଇଛି ।ତେବେ ଗତବର୍ଷଠାରୁ ଚଳିତବର୍ଷ ୧୦ ହଜାର ୭୭୩ ପକ୍ଷୀ ଅଧିକ ଆସିଛନ୍ତି । ଗତବର୍ଷ ୯୭ ହଜାର ୮୬୬ଟି ପକ୍ଷୀ ଗଣନା କରାଯାଇଥିଲା

Leave A Reply

Your email address will not be published.