ଭିତରକନିକା ରେ ଆରମ୍ଭ ହେଲା କୁମ୍ଭୀର ଗଣନା

0 242

ରାଜନଗର,୧୫/୧(ଏସଏସନିୟୁଜ)ଆଜିଠାରୁ ଭିତରକନିକା ରେ ଆରମ୍ଭ ହେଲା କୁମ୍ଭୀର ଗଣନା ।ଏଥିପାଈ ପର୍ଯ୍ୟଟକ ମାନଙ୍କ ପାଇ ଏହାକୁ ବନ୍ଦ କରାଯାଇଛି । ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ଏହି କୁମ୍ଭୀର ଗଣନା । ରାଜନଗର, କନିକା, ଗହୀରମଥା ଓ ମହାକାଳପଡା ରେଞ୍ଜରେ କୁମ୍ଭୀର ଗଣନା କରିବା ପାଇ ନିଯୋଜିତ ହେବ  ୨୨ଟି ଟିମ୍ ।ପ୍ରତେକ ଟିମରେ ୪/୫ଜଣ ସଦସ୍ୟ ରହୁଥିବା ବେଳେ କୁମ୍ଭୀର ବିଶାରଦ ଡ ସୁଧାକର କର ଙ୍କ ପ୍ରତେକ୍ଷ ତତ୍ବାବଧାନରେ ଏହା ଚାଲିବ ।

Leave A Reply

Your email address will not be published.