ଭୁବନେଶ୍ୱର ମାର୍କେଟ ବିଲଡିଂ ଓ ଭିଏସଏସ ନଗର ହାଟ ସିଲ୍

0 352

ଭୁବନେଶ୍ୱର, ୨୮/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲଥିବାବେଳେ ବ୍ୟବସାୟ ପ୍ରତଷ୍ଠାନମାନଙ୍କରେ କୋଭିଡନୀୟମ ଅନୁପାଳନ ହେଉନଥିବାରୁ ବିଏମସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।ଆଜି ଭୁବନେଶ୍ୱର ୨ ନମ୍ବର ମାର୍କେଟ ବିଲଡିଂ ସହ ଭିଏସଏସ ନଗର ହାଟକୁ ସିଲ କରିଛି ପ୍ରଶାସନ । ମାର୍କେଟ ବିଲଡିଂ ସହ ଭିଏସଏସ ନଗର ହାଟକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି । ଭୁବନେଶ୍ୱରର ସଂକ୍ରମଣ ସଂଖ୍ୟା ବଢୁଥିବାରୁ ବିଏମସି ଏପରି ଆଗୁଆ ପଦକ୍ଷେପ ନେଉଥିବାର ଜଣାପଡିଛି ।

Leave A Reply

Your email address will not be published.