ଆଜି ରାଜ୍ୟରେ ସଂକ୍ରମଣ ୮ ହଜାର ଟପିଲା, ୧୦ମୃତ

0 235

ଭୁବନେଶ୍ୱର,୨୮/୪(ଏସଏସନିୟୁଜ)ପୁଣି ଚନ୍ତାବଢାଇଲାଣି କରୋନା ।ଗତକିଚିଦିନ ହେବ ୬ହଜାରେ ରେ ରହିଥିବାବେଳେ ଏବେ ୮ହାଜରେକୁ ବୃଦ୍ଧିପାଲାଣି । ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ରୁ ଆଜି ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, , ଅନୁଗୁଳରୁ ୩୪୭, ଷ୍ଟେଟ୍ ପୁଲ୍‌ରୁରୁ ୩୪୮, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮ ଓ କଳାହାଣ୍ଡିରୁ ୧୨୬ ,ନୟାଗଡ଼ରୁ ୧୨୨, ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡ଼ାରୁ ୭୫, କୋରାପୁଟରୁ ୬୯, ଭଦ୍ରକ ଓ ସୁବର୍ଣ୍ଣପୁରରୁ ୬୭ ଲେଖାଏଁ, ଦେବଗଡ଼ରୁ ୬୧, କନ୍ଧମାଳରୁ ୫୩, କେନ୍ଦ୍ରାପଡ଼ାରୁ ୪୯, ମାଲକାନଗିରିରୁ ୨୪ ଓ ଢେଙ୍କାନାଳ ଜିଲ୍ଲାରୁ ୨୧ ଚିହ୍ନଟ ହୋଇଛନ୍ତି।ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏହାସହ ଆଜି ରାଜ୍ୟରେ କରୋନାରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ସେମାନଙ୍କମଧ୍ୟରେ ପୁରୀ ଓ ରାୟଗଡ଼ାରୁ ୩ ଲେଖାଏଁ , ବୌଦ୍ଧ, ଗଂଜାମ, ଖୋର୍ଦ୍ଧା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.