ଭୁବନେଶ୍ୱରସାଂସଦ ବାଛିଲେ ୫ପଂଚାୟତପାଇଁ ପ୍ରତିନିଧି

0 644

ବାରଙ୍ଗ,୨୬/୫(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଉପକଣ୍ଠ ରେ ରହିଛି ରଘୁନାଥପୁର,କଳାରାହଙ୍ଗ,କଲ୍ୟାଣପୁର,ବରିମୁଣ୍ଡଓ ଦାଢାକୁ ନେଇ ୫ପଂଚାୟତ । ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ପରିସୀମା ମଧ୍ୟରେ କେବଳ ଏହି ୫ଟିପଂଚାୟତ ରହିଥିବାରୁ ସବୁ ସମୟରେ ସବୁବର୍ଗିୟ ର୍ଲୋକମାନଙ୍କ ପାଇଁ ଏହା ଗୁରୁତ୍ୱ ବହନକରିଥାଏ ।ଆଉ କିଛି ଦିନ ପରେ ହେବ ପଂଚାୟତ ନିର୍ବାଚନ ।କରୋନାପାଇଁ ସବୁକିଛି ଫିକା ପଡିଯାଇଛି ।କିନ୍ତୁ ୫ପଂଚାୟତରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାପାଇଁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।ପ୍ରତି ପଂଚାୟତର ନେତୃତ୍ୱନେବାପାଇଁ ପଂଚାୟତନେତା ବଛାଯାଇଛି ।ଏମାନେ ପ୍ରଧାନମନ୍ତ୍ରୀଙ୍କର ଜନହିତକର କାର୍ଯ୍ୟକୁ ଲୋକମାନଙ୍କପାଖରେ ପହଁଚାଇବା ସହ ପଂଚାୟତସ୍ତରରେ ବିଜେପି କିଭଳି ସୁଦୃଢ ହୋଇପାରିବ ସେଥିପାଇଁ କାର୍ଯ୍ୟ କରିବେ ।ଏଥିପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପଂଚାୟତସ୍ତରୀୟ ସାଂସଦପ୍ରତିନିଧି ବାଛିଛନ୍ତି ।ଏମାନଙ୍କ ମଧ୍ୟରେ ଦାଢାପଂଚାୟତପାଇଁ ଦିଲିପରାଉତ ଓ କ୍ରିଷ୍ନାଦାସ,କଲ୍ୟାଣପୁର ପଂଚାୟତପାଇଁ ଭୁବନମୋହନଦାସ ଓ ଅଜିତ ସାସ୍‌ମଲ, ବରିମୁଣ୍ଡପଂଚାୟତପାଇଁ ଶ୍ୟାମଚୈାଧୁରୀ ଓ ଦେବେନ୍ଦ୍ରପଲେଇ,ରଘୁନାଥପୁର ପଂଚାୟତପାଇଁ ଦୁଷ୍ମନ୍ତସାସ୍‌ମଲ ଓ ଚନ୍ଦନପାତ୍ର ,କଳାରାହଙ୍ଗ ପଂଚାୟତପାଇଁ ଶୁଭକାନ୍ତବେହେରା, ଅଲେଖ ମହାଭୋଇ,ଦେବାଶିଷ ପତିକୁ ପଂଚାୟତ ପ୍ରତିନିଧିଭାବେ ସାଂସଦ ମନୋନୟନ କରିଥିବାର ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.