ଭୁବନେଶ୍ବରରେ ହେବ ଫାଇଭଷ୍ଟାର ହୋଟେଲ

ସକାଳର ଖବର,ତାରିଖ ୧୩/୦୩/୨୦୨୧,ଶନିବାର

0 657

୧-ରାଜ୍ୟରେ ୧୨୧୪ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ଦେଲେ ସରକାର, ଭୁବନେଶ୍ବରରେ ହେବ ଫାଇଭ ଷ୍ଟାର ହୋଟେଲ ।
୨-ଇଷ୍ଟକୋଷ୍ଟ ରେଲୱେ ର ସୂଚନା, ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲରୁ ଚାଲିପାରେ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ ।
୩-କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ।
୪-ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ ଆରମ୍ଭ ।
୫-ଅଗଷ୍ଟ ପହିଲାରେ ହେବ ନିଟ୍ ପରୀକ୍ଷା : ୧୧ଟି ଭାଷାରେ ଆସିବ ପ୍ରଶ୍ନ-ପତ୍ର ।
୬-କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା : ବାଲ୍ ସାହିତ୍ୟରେ ରାମଚନ୍ଦ୍ର ଓ ଯୁବ ସାହିତ୍ୟରେ ଚନ୍ଦ୍ରଶେଖର ।
୭-ଅଡିଓ କ୍ୟାସେଟ୍ ଉଦ୍‌ଭାବକ ଲୋଉ ଓଟେନ୍ସଙ୍କ ପରଲୋକ, ୯୪ ବର୍ଷ ବୟସରେ ହେଲା ମହାପ୍ରୟାଣ ।
୮-ଲବଣ ସତ୍ୟାଗ୍ରହ ଇଞ୍ଚୁଡ଼ି ଠାରେ ପାଳିତ ହେଲା ୭୫ବର୍ଷ ଉଲକ୍ଷେ ଗନ୍ଧୀଜୀଙ୍କ ଦାଣ୍ଡି ଯାତ୍ରା ଅମୃତ ଶୁଭ ବେଳାର ସ୍ମୃତି ।
୯-ହସ୍ପିଟାଲରୁ ମମତା ଡିସଚାର୍ଜ ; ହ୍ବିଲ୍ ଚେୟାର ଭରସା ।
୧୦-ଲଣ୍ଡନରୁ ଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଝିଅ ମରିୟମକୁ ପାକିସ୍ତାନ ସରକାର ଧମକାଉଥିବା କଲେ ଅଭିଯୋଗ ।
୧୧-ନାଇଜେରିଆ: ବିଦ୍ୟାଳୟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ବନ୍ଧୁକ ମୁନରେ ୩୦ ଛାତ୍ରଛାତ୍ରୀ ଅପହୃତ ।
୧୨-ରେକର୍ଡ ବୁକ୍‌ରେ ମିତାଲି : ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ୧୦ ହଜାର ରନ୍ ।
ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଚମକିଲା ଇଂଲଣ୍ଡ : ପ୍ରଥମ ଟି-୨୦ରେ ଭାରତ ପରାସ୍ତ । ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ । ୮ ୱିକେଟରେ ଇଂଲଣ୍ଡ ବିଜୟୀ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ,ଆଜି ହେଉଛି ଶନି ଅମବାସ୍ୟା

Leave A Reply

Your email address will not be published.