ଆଜିର ଅନୁଚିନ୍ତା

ତାରିଖ - ୧୩:୦୩:୨୦୨୧ (ଶନିବାର)

0 743

➡️ଯଦି ମହୁପରି ମଧୁର ପରିଣାମ ଚାହୁଁଛନ୍ତି ତେବେ ମହୁମାଛି ପରି ଏକତ୍ର ରହିବା ଶିଖ —!
ତାହା ପୁଣି କଥା ପରିବାରର ହେଉ, ସମାଜର ହେଉ, ଧର୍ମର ହେଉ ବା ଦେଶର ହେଉ ।
➡️ନିଜର ସମସ୍ୟା ଗୁଡିକ ତ ନିଜର ସମସ୍ୟା ଅନ୍ୟ କାହା ପାଖରେ ତ ଗଳ୍ପଟିଏ !
➡️ଜୀବନର ଗତି କେବେବି କାହା ପାଇଁ ଅଟକି ଯାଏନାହିଁ ଆଉ କାହା ପାଇଁ ଅଟକେଇ ରଖିବା ବି ବୋକାମି ।
➡️ଯେଉଁମାନେ ତୁମ ପଛରେ ତୁମ ବିଷୟରେ ସମାଲୋଚନା କରନ୍ତି ତାଙ୍କୁ ତୁମ ପଛରେ ହିଁ ରଖ କାରଣ ସେମାନଙ୍କର ତୁମ ସହ ରହିବାକୁ ଯୋଗ୍ୟତା ନାହିଁ ।
➡️ଆଜିର ଏଇ ସମୟରେ ମଣିଷର ପାଖରେ Mobile phone ର ଅଭାବ ନାହିଁ ।କିନ୍ତୁ ଗୋଟିଏ Minute Phone କରି କେମିତି ଅଛୁ ପଚାରିବା ମଣିଷଟି ବହୁତ ଅଭାବ । ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.