ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା

ଖବର ଆଜିର,ତାରିଖ ୨୩-୦୯-୨୦୨୧/ଗୁରୁବାର

0 333

୧-ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ ।
୨-ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା ।
୩-ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ୪ଟି ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୪-ମୁକୁଳା ନାଳରେ ଛାତ୍ରଙ୍କ ଜୀବନ ଯିବା ପ୍ରସଙ୍ଗରେ ମାନବାଧିକାର କମିସନରେ ମାମଲା ।
୫–ଜି ଏଣ୍ଟରଟେନମେଣ୍ଟର ୫୩% ମାଲିକ ହେଲେ ସୋନି ଇଣ୍ଡିଆ, ରାଜିନାମା ସ୍ୱାକ୍ଷରିତ ।
୬-ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ: ବାଇଡ଼େନଙ୍କ ଡ଼ିନର ପାର୍ଟିରେ ହୋଇପାରେ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା ।
୭-ବଲାଙ୍ଗୀରରେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ।
୮-ବିଶ୍ୱ ଦେଖିବ ପାଇକ ବିଦ୍ରୋହ । ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରଣ ହେବାକୁ ଯାଉଛି ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଧାରାବାହିକ ।
୯-ଆଇପିଏଲ ଖେଳାଳିଙ୍କୁ କରୋନା : ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କୋଭିଡ ପଜିଟିଭ୍ ।
୧୦-ଏକାଠି ନଜର ଆସିଲେ ଦୀପିକା ଓ ପିଭି ସିନ୍ଧୁ : ୟୁଜର୍ସ କହିଲେ, କଣ ସିନ୍ଧୁ ବାୟୋପିକ୍ ପାଇଁ ପ୍ରସ୍ତୁତି ଚାଲିଛି କି…
୧୧-ପକ୍ଷୀଙ୍କୁ କାଳ ହେଉଛି ସୁଉଚ୍ଚ କୋଠା : ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ନିକଟରେ ମାଳମାଳ ମଲା ପକ୍ଷୀ, ପରିବେଶବିତଙ୍କ ମଧ୍ୟରେ କ୍ଷୋଭ .
୧୨-ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ : କୋଭିସିଲ୍ଡକୁ ଦେଲା ଅନୁମତି, ଜାରି କଲା ନୂଆ ଟ୍ରାଭେଲ ଗାଇଡଲାଇନ୍
୧୩-ମହାକାଶଚାରୀ ମହାକାଶଯାନ ବିଭାଗକୁ ଦୁଇ ଭାଗ କଲା ‘ନାସା’; ଗୋଟିଏ ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ପାଇଁ, ଅନ୍ୟଟି ମହା‌କାଶ କେନ୍ଦ୍ର ପାଇଁ ଉଦ୍ଦିଷ୍ଟ
୧୪-ଗ୍ଲୋବାଲ ପିସ୍ ସେଣ୍ଟର ଅଧ୍ୟକ୍ଷ ଗିରଫ । ଧର୍ମାନ୍ତରୀକରଣ ପାଇଁ ଅର୍ଥ ଯୋଗାଉଥିବା ଅଭିଯୋଗ ।
୧୫-ନଭେମ୍ବର ମାସର ‘ଏନ୍‌ଡିଏ’ ପ୍ରବେଶିକା ପରୀକ୍ଷା ନିମନ୍ତେ ଝିଅମାନଙ୍କୁ ଅନୁମତି ଦେବା ପାଇଁ ସରକାରଙ୍କୁ ଆଦେଶ ଦେଲେ ସୁପ୍ରିମ୍‌ କୋର୍ଟ
୧୬-ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟରେ ଅଧିକ ୧୭୪ଟି ଟିକାକେନ୍ଦ୍ର ଖୋଲିଛି: ବିଜୟ ପାଣିଗ୍ରାହୀ .
୧୭-DRDO ମାମଲା: ଅଭିଯୁକ୍ତଙ୍କଠାରୁ ମିଳିଛି ସାଙ୍ଘାତିକ ତଥ୍ୟ, କହିଲେ – ‘ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା’ .
୧୮-‘୨୦ ବର୍ଷ ହେଲା ଜାଣିଛି, ନରେନ୍ଦ୍ର ଗିରି ଜୀ ଲେଖନ୍ତିନି’: ସୁଈସାଇଡ ନୋଟରେ ମହନ୍ତଙ୍କ ଲେଖାକୁ ନେଇ ପ୍ରଶ୍ନ ଉଠାଇଲେ କୈଲାଶନନ୍ଦ ମହାରାଜ ।
୧୯-‘୨୦ ବର୍ଷ ହେଲା ଜାଣିଛି, ନରେନ୍ଦ୍ର ଗିରି ଜୀ ଲେଖନ୍ତିନି’: ସୁଈସାଇଡ ନୋଟରେ ମହନ୍ତଙ୍କ ଲେଖାକୁ ନେଇ ପ୍ରଶ୍ନ ଉଠାଇଲେ କୈଲାଶନନ୍ଦ ମହାରାଜ ।
୨୦-ରାଜ୍ୟ ପାଇଁ ସିଦ୍ଧୁ ବିପଦ, ରାହୁଲ-ପ୍ରିୟଙ୍କାର ଅନୁଭବ ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବର୍ଷିଲେ କ୍ୟାପଟେନ ଅମରିନ୍ଦର ।
୨୧-ତେଜସ୍ୱୀ ଯାଦବ ଏବଂ ଭଉଣୀ ମୀସା ଭାରତୀଙ୍କ ନାଁରେ ମାମଲା, ୫ କୋଟି ନେଇ ଟିକେଟ୍‌ ଦେଇନଥିବା ଅଭିଯୋଗ।
“ଚା” ପାତ୍ରରେ ଭିଜା ବିସ୍କୁଟ ବି ବହୁତ ବଡ଼ ଶିକ୍ଷା ଦିଏ….କାହା ସହ ଏମିତିବି ବୁଡିଯାଅନ୍ତୁ ନାହିଁ ଯେ, ପରିଶେଷରେ ନିଜକୁ ବିସ୍କୁଟ ଭଳି ଭାଙ୍ଗିଯିବାକୁ ପଡ଼ିବ…..
ସର୍ବେ ଭବନ୍ତୁ ସୁଖିନଃ।ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ॥ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.