ବିଚାରାଧୀନ ବନ୍ଦୀଙ୍କମୃତ୍ୟୁ

0 246

ଭୁବନେଶ୍ୱର,୧୦/୭(ଏସଏସନିଉଜ) ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ମୀର ସୈରୁଦ୍ଦିନଙ୍କ ମୃତ୍ୟୁବରଣ କରିଚନ୍ତି ।୨୦୧୭ରୁ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ରହୁଥିଲେ ।ଆଜି ସକାଳେ ପଡ଼ିଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।ଅନ୍ୟପଟେ ହୃଦଘାତରେ ମୃତ୍ୟୁ ବୋଲି କହିଛନ୍ତି ଜେଲ୍ କର୍ତ୍ତୃପକ୍ଷ ।

Leave A Reply

Your email address will not be published.