ପଥରରେ ଛେଚି ପତ୍ନୀକୁ ହତ୍ୟା

0 377

ମୋହନା, ୧୦/୭(ଏସଏସନିଉଜ) ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ସ୍ୱାମୀ ।ମୋହନା ଥାନା ଅଧରନସ୍ଥ ଭାଲିଆଗଣି ଗାଁରେ ଘରୋଇ କଳିରୁ ଏହି ବୀଭତ୍ସ କାଣ୍ଡ ଘଟାଇଛି ସ୍ୱାମୀ ।ଖବରପାଇ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.