ବିଧାୟିକାଙ୍କ ଘରେ ଭଙ୍ଗାରୁଜା

0 198

ଖଲ୍ଲିକୋଟ,୫/୮(ଏସଏସନିୟୁଜ) ଖଲ୍ଲିକୋଟ ବିଧାୟିକାଙ୍କ ନିର୍ମଳଝର ନିକଟ ଭଡା ଘରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଛନ୍ତି । ଘରେ କେହି ନଥିବାବେଳେ ବାହାରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିବାସହ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ କରିଛନ୍ତି । ବୋମାମାଡରେ ୪ ଗୁରୁତର ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଭଙ୍ଗାରୁଜା ଓ ବୋମା ମାଡ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.