କାଲିଠୁ ଖୋଲିବ ଶାରଳା ପୀଠ

0 373

ଜଗତସିଂହପୁର,୫/୮(ଏସଏସନିୟୁଜ) ଜଗତସିଂହପୁରର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ସ୍ଥିତ ମା ଶାରଳା ଓ ଗୋରେଖନାଥ ପୀଠ କୋଭିଡ କଟକଣା ଭିତରେ କାଲିଠୁ ଖୋଲିବାକୁ ଯାଉଛି । ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ଓ ସାମାଜିତ ଦୂରତା ରଖିବା ,ଥଣ୍ଡା, କାଶ ଆଦି ଲକ୍ଷଣ ଥିବା ଶ୍ରଦ୍ଧାଳିଙ୍କ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇବାକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହିତ ମନ୍ଦିର ଭିତରକୁ ଭୋଗ, ପ୍ରସାଦ ଯିବା ନିଷେଧ ସହ ସନ୍ଧ୍ୟା ଆଳତୀ ପୂର୍ବରୁ ମନ୍ଦିର ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.