ବିଦ୍ୟୁତ୍ ଦର ଅପରିବର୍ତ୍ତିତ

0 129

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ରାଜ୍ୟରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତରହିଛି । ଦର ବଢ଼ିବନି କହିଲେ OERC। ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତଦର ଅପରିବର୍ତ୍ତିତ। ପୂର୍ବପରି ପ୍ରଥମ୫୦ୟୁନିଟପାଇଁ ୟୁନିଟ୍ ପିଛା୩ଟଙ୍କା ରହିଲା। ଡିଜିଟାଲ୍ ପେମେଣ୍ଟକଲେ ଖଞଉପଭୋକ୍ତାଙ୍କୁ ମିଳିବ୪%ରିହାତି।ଶୀତଳଭଣ୍ଡାରପାଇଁ ୟୁନିଟପିଛା ୧ଟଙ୍କା ୬୦ପଇସା ରିହାତି ।

Leave A Reply

Your email address will not be published.