ଜେଲ୍ ଯିବେ ମଦୁଆଡ୍ରାଇଭର

0 162

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ମଦୁଆ ଡ୍ରାଇଭରଙ୍କୁ ସାବାଡ଼ ପାଇଁ ଆଜିଠୁ ବଡ଼ ଅଭିଯାନ ଆରମ୍ଭ ହୋଇଛି ।ଆଜିଠାରୁ ସାରାରାଜ୍ୟରେ ୩ଦିନ ଧରି ଚାଲିବ ଚେକିଂ ।ସୂଚନାଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ।

Leave A Reply

Your email address will not be published.