ଗନ୍ଧମାର୍ଦ୍ଧନ ପାର୍ବତ୍ୟାଞ୍ଚଳକୁ ମିଳିଲା ଐତିହ୍ୟସ୍ଥଳୀର ମାନ୍ୟତା

0 126

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ଗନ୍ଧମାର୍ଦ୍ଧନ ପାର୍ବତ୍ୟାଞ୍ଚଳକୁ ମିଳିଲା ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ।ବଲାଙ୍ଗୀର ଓ ବରଗଡ଼ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଧନପର୍ବତର ୧୯୦ବର୍ଗ କିଲୋମିଟର ଅଞ୍ଚଳକୁ ଏହି ଜୈବବିବିଧତା ଐତିହ୍ୟସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଛି।ଏନେଇ ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

Leave A Reply

Your email address will not be published.