ଆଜି କଙ୍ଗନାରାଣାୱତ ଜନ୍ମଦିନ

0 119

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ଆଜି ବଲିଉଡ କୁଇନ୍ କଙ୍ଗନା ରାଣାୱତ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି।ଜନ୍ମଦିନ ଅବସରରେ କଙ୍ଗନା ସୋସିଆଲମିଡିଆରେ ଏକଭିଡିଓ ସେୟାରକରି ତାଙ୍କପରିବାର, ଗୁରୁ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ସେ ସେହିଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେତାଙ୍କୁ ପ୍ରତ୍ୟେକସମୟରେ ଟ୍ରୋଲ କରୁଛନ୍ତି।

Leave A Reply

Your email address will not be published.