ବିଶିଷ୍ଟ ଶିକ୍ଷାବିତ୍ ତଥା ଛାତ୍ରବସ୍ଳଳ ପ୍ରଧାନଶିକ୍ଷକଙ୍କ ପରଲୋକ

0 294

ବାରଙ୍ଗ,୨୨/୫(ଏସଏସନିୟୁଜ)ଉତ୍କଳମଣିସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦୁପାଟଣାର ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଟଙ୍କଧର ରାଉତଙ୍କର ଗତ ୧୧/୦୫/୨୦୨୧ ରିଖରେ ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ ହୋଇଛି । ତାଙ୍କର ଦେହାନ୍ତରେ ପଟିଆ ଅଞ୍ଚଳକରଶୋକର ଛାୟା ଖେଳିଯାଇଛି। ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ସମାଜକସବୀ, ପରିବେଶବିତ୍ ଓ ସଂଗଠକ ଥଲେ । ଶ୍ରୀଯୁକ୍ତ ରାଉତ ଜଣେ ଛାତ୍ରବସ୍ଚଳ ତଥା ନିଷ୍ଠାବାନ ଶିକ୍ଷକ ଭାବେ ସର୍ବଜନାଦୃତ ଥିଲେ ।ସେ ଏକ ନିଷ୍କପଟ ସରଳ ବ୍ୟକ୍ତିତ୍ୱର ଅଧିକାରୀ ହେବା ସଙ୍ଗେସଙ୍ଗେ ସ୍ନେହଶୀଳ ମଣିଷଭାବେ ଜଣାଶୁଣା ଥଲେ ।ସେ ତାଙ୍କର ଅନେକ ଛାତ୍ରଛାତ୍ରୀଙ୍କପାଇଁ ଉସ୍‌ହର ଉସ୍ ଓ ପ୍ରେରଣାର ପ୍ରାଣ ଥିଲେ ।ସେ ତାଙ୍କ ଜୀବନକାଳ ମଧ୍ୟରେ ବହୁ ଅନୁଷ୍ଠାନ ସହ ଜଡିତ ହୋଇ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।ଶିକ୍ଷା ବ୍ୟବସ୍ଥା ସର୍ମ୍ପକରେ ତାଙ୍କର ମନନଶୀଳ ମାର୍ଗଦର୍ଶନ ପାଇଁ ସେ ବ୍ୟାପକ ସ୍ଵିକୃତିଓ ସମ୍ମାନ ଲାଭ କରିଥିଲେ ।ସେ ତାଙ୍କର ଶିକ୍ଷକତା ସମୟରେ ଜଣେ ଆର୍ଦଶଶିକ୍ଷକ ଭାବେ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଥିଲେ ।ନିଜସ୍ୱପ୍ରତିଭା ବଳରେ ପଟିଆ ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର କଣେ ସକ୍ରିୟ ସଦସ୍ୟ ରୁପେ ଅଧରଷ୍ଠିତ ହୋଇ ମହତପୁର୍ଣ ଭୁମିକା ନିର୍ବାହ କରି ବ୍ୟକ୍ତିତ୍ୱର ପ୍ରତିଷ୍ଠା ପ୍ରତିପାଦିତ କରିଥିଲେ ।ମୃତ୍ୟୁବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା ।ତାଙ୍କର ଅକାଳବିୟୋଗରେ ବାରଙ୍ଗତଥା ପଟିଆ ଅଞ୍ଚଳରେ ଗଭୀରଳେଶାକର ଛାୟା ଖେଳିଯାଇଛି।ଅଞ୍ଚଳର ବହୁ ବୁଦ୍ଧିଜିବୀ ଶୋକସନ୍ତପ୍ତ ପରିବାରବର୍ଗ ଓ ଆମ୍‌ତିୟସ୍ୱଜନ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.